Advertisment

‘ମହାପ୍ରଭୁଙ୍କ ନାଁରେ ଖସି ଯିବାକୁ ଚେଷ୍ଟା କରୁଛନ୍ତି ଡିଜିପି’

ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର। ନବ ଦାସ ହତ୍ୟାକାଣ୍ଡର ସତ ଜଗନ୍ନାଥଙ୍କୁ ଜଣା ବୋଲି ଡିଜିପି କହିବା ଓ ଗୃହବିଭାଗର ଦାୟିତ୍ୱରେ ଥାଇ ମୁଖ୍ୟମନ୍ତ୍ରୀ ନିରବତା ଅବଲମ୍ବନ କରିବା, ରାଜ୍ୟର ଆଇନଶୃଙ୍ଖଳା ଅବସ୍ଥା କ’ଣ ତାହା ବୁଝାପଡ଼ୁଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

author-image
Manoj Swain
Dharmendra Pradhan Naba Das Murder