""
ରାଜନୀତି Videos ‘ମହାପ୍ରଭୁଙ୍କ ନାଁରେ ଖସି ଯିବାକୁ ଚେଷ୍ଟା କରୁଛନ୍ତି ଡିଜିପି’ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର। ନବ ଦାସ ହତ୍ୟାକାଣ୍ଡର ସତ ଜଗନ୍ନାଥଙ୍କୁ ଜଣା ବୋଲି ଡିଜିପି କହିବା ଓ ଗୃହବିଭାଗର ଦାୟିତ୍ୱରେ ଥାଇ ମୁଖ୍ୟମନ୍ତ୍ରୀ ନିରବତା ଅବଲମ୍ବନ କରିବା, ରାଜ୍ୟର ଆଇନଶୃଙ୍ଖଳା ଅବସ୍ଥା କ’ଣ ତାହା ବୁଝାପଡ଼ୁଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। 05 Feb 2023 12:51 ISTManoj Swain Follow Us‘ଏଠି ଗୁହାରି କରିବ ଯାହାକୁ ଗେରସ୍ତ କରିଛି ତାହାକୁ’ | Odisha ReporterAdvertisment Read More Dharmendra Pradhan Naba Das MurderAdvertisment