Advertisment

‘ନବୀନ ବାବୁଙ୍କ ସରକାରରେ ଶିକ୍ଷା ପୁରା ଅବହେଳିତ’

ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା। କହିଲେ, ନବୀନ ବାବୁଙ୍କ ସରକାରରେ ଶିକ୍ଷା ପୁରା ଅବହେଳିତ, ନିର୍ବାଚନକୁ ଆଖିରେ ରଖି ନବୀନ ରୋଡ୍ ସୋ'କରୁଛନ୍ତି, ସ୍କୁଲରେ ରଙ୍ଗ ବୋଳିଦେଲେ, କିନ୍ତୁ ଶିକ୍ଷକ ନାହାନ୍ତି, ମେଡିକାଲରେ ଡାକ୍ତର ନାହାନ୍ତି, ଚାଷୀଙ୍କ ଦୁଃଖ ନ କହିବା ଭଲ।

author-image
Manoj Swain

ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା। କହିଲେ, ନବୀନ ବାବୁଙ୍କ ସରକାରରେ ଶିକ୍ଷା ପୁରା ଅବହେଳିତ, ନିର୍ବାଚନକୁ ଆଖିରେ ରଖି ନବୀନ ରୋଡ୍ ସୋ'କରୁଛନ୍ତି, ସ୍କୁଲରେ ରଙ୍ଗ ବୋଳିଦେଲେ କିନ୍ତୁ ଶିକ୍ଷକ ନାହାନ୍ତି, ମେଡିକାଲରେ ଡାକ୍ତର ନାହାନ୍ତି, ଚାଷୀଙ୍କ ଦୁଃଖ ନ କହିବା ଭଲ। 

Advertisment
BjD Naveen Patnaik Narasingha Mishra Odisha Politics