ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ କରି ବିଜେଡି ଦଳରୁ ବହିଷ୍କୃତ କରାଯାଇଛି। ଏପଟେ ମୁଁ କୌଣସି ସ୍କାମ କରିନାହିଁ ବୋଲି କହିଲେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
୨୪ ବର୍ଷ ଶାସନରେ ରହିଲା ବିଜେଡି, କରିପାରିଲାନି ଶିଶୁ ଶ୍ରମିକଙ୍କୁ ଚିହ୍ନଟ ପାଇଁ ସର୍ଭେ
ଆଜି ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀ ଖୁଂଟିଆ କହିଛନ୍ତି ଯେ, ଶିଶୁ ଶ୍ରମିକମାନଙ୍କୁ ଚିହ୍ନଟ ପାଇଁ ବିଗତ ୧୦ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା କୌଣସି ସର୍ଭେ ହୋଇନାହିଁ ।
Politics
ଦିଲ୍ଲୀ ସରକାରକୁ ବରଖାସ୍ତ ପାଇଁ ବିଜେପିର ଚିଠି, ରାଷ୍ଟ୍ରପତି ନେଲେ ଏମିତି ପଦକ୍ଷେପ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ଥିବାରୁ ଏବେ ସାମ୍ୱିଧାନିକ ସଙ୍କଟ ଦେଖାଯାଇଛି ଓ ପ୍ରଶାସନିକ କାର୍ଯ୍ୟରେ ବିଳମ୍ବ ହେଉଛି। ତେଣୁ ଆପ୍ ସରକାରଙ୍କୁ ତୁରନ୍ତ ବରଖାସ୍ତ କରାଯାଉ ବୋଲି ବିଜେପି ବିଜେପି ପକ୍ଷରୁ ରାଷ୍ଟ୍ରପତିଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି।
Politics
ଏନଡିଏର ସିଟ ଶେୟାରିଂ ଫର୍ମୁଲା: ୧୪୦ ଆସନରେ ଲଢ଼ିବ ବିଜେପି!
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏନଡିଏ ମାହାୟୁତି ମେଣ୍ଟର ମୁକାବିଲା ମହା ବିକାଶ ଅଘାଡ଼ି ସହ ହେବ। କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ମିଳିତ ଭାବେ ଏମଭିଏ ଗଠନ କରିଛନ୍ତି।
Politics
ପ୍ରାର୍ଥୀ ଘୋଷଣା କଲା ବିଜେପି: ଭିନେଶଙ୍କୁ ଟକ୍କର ଦେବେ ଏହି ନେତା
କ୍ୟାପ୍ଟେନ ଯୋଗେଶ ଏବେ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ଉପସଭାପତି। ସେହିପରି ସେ ହରିୟାଣା ବିଜେପିର କ୍ରୀଡ଼ା ସେଲର ସହ ଆବାହକ ଭାବେ କାର୍ଯ୍ୟ କରୁଥିବା ଫେସବୁକରେ ଉଲ୍ଲେଖ କରିଛନ୍ତି।