Advertisment

‘ବିଜେଡିର ଛାମୁଆ ଲୋକ ମୋତେ ଟାର୍ଗେଟ କରିଛନ୍ତି’

ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ କରି ବିଜେଡି ଦଳରୁ ବହିଷ୍କୃତ କରାଯାଇଛି। ଏପଟେ ମୁଁ କୌଣସି ସ୍କାମ କରିନାହିଁ ବୋଲି କହିଲେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା।

author-image
Debendra Prusty

ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ କରି ବିଜେଡି ଦଳରୁ ବହିଷ୍କୃତ କରାଯାଇଛି। ଏପଟେ ମୁଁ କୌଣସି ସ୍କାମ କରିନାହିଁ ବୋଲି କହିଲେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା। 

Advertisment
Odisha BjD Naveen Patnaik