ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ କରି ବିଜେଡି ଦଳରୁ ବହିଷ୍କୃତ କରାଯାଇଛି। ଏପଟେ ମୁଁ କୌଣସି ସ୍କାମ କରିନାହିଁ ବୋଲି କହିଲେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା।