‘କଳା ପତାକା ଦେଖାଉଛୁ, ଆସିଲେ ଅଣ୍ଡା ମାଡ଼ କରିବୁ’ | Odisha Reporter
ଆଜି 5T ସଚିବ ସମ୍ବଲପୁର ଜିଲ୍ଲାକୁ ଗସ୍ତରେ ଆସୁଥିବା ବେଳେ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ବିରୋଧ । ଦଳ ପକ୍ଷରୁ ସହରର ଲକ୍ଷ୍ମୀ ଟକିଜ ଛକ ନିକଟରେ, ଦଳୀୟ କର୍ମୀ ମାନେ କଳା ଗଞ୍ଜି ଓ କଳା ରଙ୍ଗର ଚୁନି ପରିଧାନ କରି ଧାରଣା ଦେଇଛନ୍ତି। ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ନେତୃତ୍ଵରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ କର୍ମୀ ମାନେ 5T ସଚିବ ବିରୋଧୀ ସ୍ଳୋଗାନ ଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
