‘କିଏ ଗୋଟେ ଧରେଇ ଦେଲା ଆସି ପଢିଦେଉଛନ୍ତି’ | Odisha Reporter
Advertisment
ବିରୋଧୀ ପଚାରୁଥିବା ପ୍ରଶ୍ନର ଉତ୍ତର ଦେବାକୁ ସରକାରଙ୍କ ପାଖରେ ସମୟ ନାହିଁ। ହେଲେ ରାଜନୀତି ଆଉ ବିଦେଶ ବୁଲିବାକୁ ସମୟ ଅଛି। ଏମିତି କହି ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। କହିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ କିଛି ଆଲୋଚନା ନକରି କିଏ ଗୋଟେ କାଗଜ ଧରେଇ ଦେଉଛି ଆସି ପଢି ଦେଉଛନ୍ତି। ଏମିତି କେମିତି ଚଳିବ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us