‘ସେ ବହୁତ ରାଗୁଥିଲେ, ଚିକିତ୍ସା ଚାଲିଥିଲା’

Debendra Prusty
  • Published: Tuesday, 31 January 2023
  • , Updated: 31 January 2023, 10:53 AM IST

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଅଭିଯୁକ୍ତ ଗୋପାଳ ଦାସ ଜଣେ ମାନସିକ ରୋଗୀ। ଏକଥା ସ୍ପଷ୍ଟ କରିଛନ୍ତି ଏମକେସିଜିର ମାନସିକ ରୋଗ ବିଭାଗ ମୁଖ୍ୟ ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ। 

Related story