ଧିକ୍ ଏ ଓଡ଼ିଆଙ୍କୁ ! || OR Special Show \'Khas Katha\' With Jatish Chandra Mohanty || Odisha Reporter
Advertisment
‘ଧିକ୍ ଏ ଓଡ଼ିଆ ଲୋକଙ୍କୁ! ସାଢ଼େ ଚାରି କୋଟିଙ୍କ ଭିତରେ କେହି କ’ଣ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହାନ୍ତି? ଆମକୁ ଥରେ ଲୋକ ଚାନ୍ସ ଦିଅନ୍ତୁ, କିଭଳି କାମ ହୁଏ ଆମେ ଦେଖାଇ ଦେବୁ।’ ଶୁଣନ୍ତୁ ଖାସ କଥାରେ ଆଉ କଣ କହିଛନ୍ତି, ସମୃଦ୍ଧ ଓଡ଼ିଶା ସଭାପତି ଯତୀଶ ଚନ୍ଦ୍ର ମହାନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us