Advertisment

‘ତାଙ୍କ ମନ୍ତ୍ରୀ ପହଞ୍ଚିପାରୁନାହାନ୍ତି ଆପଣ କଣ ପହଞ୍ଚିବେ’

'ତାଙ୍କ ଦଳର ମନ୍ତ୍ରୀମାନେ ପହଞ୍ଚିପାରୁନାହାନ୍ତି ଆପଣ କଣ ପହଞ୍ଚିବେ' ଏବଂ ସାମ୍ବାଦିକଙ୍କୁ ଲୋକସେବା ଭବନ ବାରଣକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। କହିଲେ, ଭାରତର ପ୍ରଥମ ରାଜ୍ୟ ଓଡ଼ିଶା, ଯେଉଁଠି ସଚିବାଳୟକୁ ସାମ୍ବାଦିକଙ୍କ ପ୍ରବେଶ ନିଷେଧ।

Bjp Jayanarayan Mishra Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe