‘ମୁଁ ଗୋଟେ ମଧୁମକ୍ଷୀ’ | Odisha Reporter
ଯଦି ଆପଣ ଗୋଟେ କୁକୁରକୁ ପଥରଟେ ପକାଇବେ ସେ ଧାଇଁକି ପଳାଇବ। ଗୋଟେ ବିଲେଇକୁ ପଥରଟେ ପକାଇଲେ ସେ ଧାଇଁକି ପଳାଇବ। ହେଲେ ଗୋଟେ ମହୁମାଛିକୁ ପଥର ପକାଇଲେ ସେ ଆକ୍ରମଣ କରିବ। ସେହିପରି ମୁଁ ବିଜେଡିର ଗୋଟେ ମଧୁମକ୍ଷୀ ବୋଲି କହିଛନ୍ତି ବିଜେଡି ନେତ୍ରୀ ସଂଯୁକ୍ତା ମହଲ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
