ଯଦି ଆପଣ ଗୋଟେ କୁକୁରକୁ ପଥରଟେ ପକାଇବେ ସେ ଧାଇଁକି ପଳାଇବ। ଗୋଟେ ବିଲେଇକୁ ପଥରଟେ ପକାଇଲେ ସେ ଧାଇଁକି ପଳାଇବ। ହେଲେ ଗୋଟେ ମହୁମାଛିକୁ ପଥର ପକାଇଲେ ସେ ଆକ୍ରମଣ କରିବ। ସେହିପରି ମୁଁ ବିଜେଡିର ଗୋଟେ ମଧୁମକ୍ଷୀ ବୋଲି କହିଛନ୍ତି ବିଜେଡି ନେତ୍ରୀ ସଂଯୁକ୍ତା ମହଲ।