Advertisment

'ଭରସା ଅଛି, ମୁଖ୍ୟମନ୍ତ୍ରୀ ନିଶ୍ଚିତ ଦେବେ'

ଅଭିନେତା ତଥା ଯୁବ ବିଜେଡି ନେତା ଅରିନ୍ଦମ ରୟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଅରିନ୍ଦମଙ୍କୁ ଟିକେ ମିଳିବ କି ନାହିଁ? କେଉଁ ଜିଲ୍ଲାରୁ ନିର୍ବାଚନ ଲଢ଼ିବେ ଅରିନ୍ଦମ? କଟକ ନା ଯାଜପୁର? କୋରେଇ ନା କଟକ ସଦର? ଅରିନ୍ଦମଙ୍କ ଇଚ୍ଛା ଅଛି ନା ନାହିଁ? ଏମିତି କିଛି ପ୍ରଶ୍ନକୁ ନେଇ ଚର୍ଚ୍ଚା ହେଉଥିବା ବେଳେ କ୍ୟାମେରା ସାମ୍ନାରେ ନିଜର ରାଜନୈତିକ କ୍ୟାରିୟର ସଂପର୍କରେ ମୁହଁ ଖୋଲିଛନ୍ତି ଅରିନ୍ଦମ।

Naveen Patnaik Cuttack BjD Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe