ଜଟଣୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବେ ସିଦ୍ଧାର୍ଥ ରାଉତରାୟ

ଅଚାନକ ମତ ପରିବର୍ତ୍ତନ କଲେ ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ।

Manoj Swain
  • Published: Sunday, 31 March 2024
  • Updated: 31 March 2024, 12:30 PM IST

Sports

Latest News

ଅଚାନକ ମତ ପରିବର୍ତ୍ତନ କଲେ ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ । କହିଲେ, ନିମାପଡ଼ା ନୁହେଁ, ଏଥର ଜଟଣୀରୁ ଲଢ଼ିବେ ନିର୍ବାଚନ । କାହା ସହ ରହିବେ ବାପା ସୁରେଶ ରାଉତରାୟଙ୍କ ସମର୍ଥକ ? କଂଗ୍ରେସ ଟିକେଟ ନୁହେଁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ସିଦ୍ଧାର୍ଥ । ଚକିତ କଲା ଭଳି ବୟାନ ଦେଲେ ସିଦ୍ଧାର୍ଥ, କହିଲେ ନୂଆ ପାର୍ଟି ଗଢ଼ିବେ । ନୂଆପାର୍ଟି ଗଢ଼ିଲେ ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କ ପାଇଁ ପ୍ଲସ୍ ହେବ ନା ମାଇନସ ହେବ ? ସାନ ଭାଇ ମନ୍ମଥ ରାଉତରାୟଙ୍କ ଖାତାରେ ଭୋଟ ପ୍ଲସ ହେବ ନା ମାଇନସ ହେବ ? ସିଦ୍ଧାର୍ଥ ଜଟଣୀରୁ ନିର୍ବାଚନ ଲଢ଼ିଲେ ଭୁବନେଶ୍ବର ରାଜନୀତି ପୂରା ଗୋଳମାଳିଆ ହେବନି ତ ? ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos