Advertisment

‘ମୋ ବାପାଙ୍କ ନାଁ ରଖିବି’

ଦୀପାଳି ଦାସ ବିଜେଡି ପ୍ରାର୍ଥୀ। ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ଦୀପାଳି ଦାସଙ୍କ ନାମ ଘୋଷଣା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଦୀପାଳି। ସେ କହିଛନ୍ତି, ଆଜି ମୋ ବାପା ଥିଲେ ବହୁତ ଖୁସି ହୋଇଥାନ୍ତେ, ମୋ ଉପରେ ଭରସା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ।

author-image
Manoj Swain

BjD By-Election Naba Das Jharsuguda