Advertisment

‘ନବୀନ ବାବୁଙ୍କୁ ଆଉ ଶୋଇବାକୁ ଦେବୁନି’

୨୦୦୦ ମସିହାରେ କଂଗ୍ରେସକୁ କ୍ଷମତାରୁ ହଟାଇଥିଲୁ, ଏବେ ବିଜେଡିକୁ ହଟାଇବାକୁ ଶପଥ ନେଇଛୁ। ବିଜେପି ରାଜ୍ୟ ମୁଖ୍ୟାଳୟରେ ସମ୍ବର୍ଦ୍ଧନା ଅବସରରେ ଏଭଳି ରଣହୁଙ୍କାର ଦେଇଛନ୍ତି ନୂଆ ସଭାପତି ମନମୋହନ ସାମଲ। ଆସନ୍ତା ନିର୍ବାଚନ ଐତିହାସିକ ହେବ। ସାଧାରଣ ଲୋକେ ଅନ୍ୟାୟ, ଅତ୍ୟାଚାରରେ ବୁଡ଼ିଥିବା ବିଜେଡି ସରକାର ବିରୋଧରେ ଭୋଟ୍ ଦେବେ ଓ ବିକଳ୍ପ ସରକାର ଗଢ଼ିବେ ବୋଲି ସେ କହିଛନ୍ତି । ଦଳର ଅନ୍ୟ ନେତାମାନେ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିବା ବେଳେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ବିଜେଡି ସରକାରକୁ ବରଖାସ୍ତ କରିବା ପାଇଁ ଆଜିଠୁ ଆରମ୍ଭ ହୋଇଗଲା ନୋଟିସ୍ ପିରିୟଡ୍ ।

Bjp Odisha Odisha Manmohan Samal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe