\'ଯଦି ଭାରତୀ ଭୁଲ କରିଥିଲେ, ଆଗରୁ କୁଆଡେ ଯାଇଥିଲ\' | Odisha Reporter
ଯଦି ଭାରତୀ ସିଂ ଦୋଷୀ ବା ଭୁଲ କରିଥିଲେ । ତେବେ ଆଗରୁ ସିଏ କୁଆଡ଼େ ଯାଇଥିଲେ । ଆଗରୁ କାର୍ଯ୍ୟାନୁୂଷ୍ଠାନ ନେଲେନି । ଏବେ 5T ସଚିବଙ୍କ ବିରୋଧରେ କହିଲାରୁ କାଢିଦେଲେ । ଭାରତୀଙ୍କୁ ପୁନଃ ନିଯୁକ୍ତି ପାଇଁ ଚିଠି ଲେଖିଲେ ବିଜେପି ନେତା ସମୀର ମହାନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
