Advertisment

'ଯଦି ଭାରତୀ ଭୁଲ କରିଥିଲେ, ଆଗରୁ କୁଆଡେ ଯାଇଥିଲ'

ଭାରତୀଙ୍କୁ ପୁନଃ ନିଯୁକ୍ତି ପାଇଁ ଚିଠି ଲେଖିଲେ ବିଜେପି ନେତା ସମୀର ମହାନ୍ତି ।

Advertisment

ଯଦି ଭାରତୀ ସିଂ ଦୋଷୀ ବା ଭୁଲ କରିଥିଲେ । ତେବେ ଆଗରୁ ସିଏ କୁଆଡ଼େ ଯାଇଥିଲେ । ଆଗରୁ କାର୍ଯ୍ୟାନୁୂଷ୍ଠାନ ନେଲେନି । ଏବେ 5T ସଚିବଙ୍କ ବିରୋଧରେ କହିଲାରୁ କାଢିଦେଲେ । ଭାରତୀଙ୍କୁ ପୁନଃ ନିଯୁକ୍ତି ପାଇଁ ଚିଠି ଲେଖିଲେ ବିଜେପି ନେତା ସମୀର ମହାନ୍ତି ।

Advertisment
Odisha Bjp Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe