‘ଯଦି ଲୋକଙ୍କ ହୃଦୟରେ ଅଛନ୍ତି, ପ୍ରଚାରର ଆବଶ୍ୟକ କ’ଣ’ | Odisha Reporter
'ବିଜେଡି ନେତା କହୁଥିଲେ ନବୀନ ବାବୁ ଲୋକଙ୍କ ହୃଦୟରେ ରହିଛନ୍ତି। ଏବେ କାନ୍ଥର ଆବଶ୍ୟକତା ପଡ଼ିଲାଣି। କାନ୍ଥରେ ଶଙ୍ଖ ଚିହ୍ନ ମାରୁଛନ୍ତି। ଯେଉଁ ପ୍ରକାରରେ ଟଙ୍କା ଶ୍ରାଦ୍ଧ କରୁଛନ୍ତି ତା'ର ଆବଶ୍ୟକତା କ'ଣ ? ଯଦି ନବୀନ ବାବୁ ଲୋକଙ୍କ ହୃଦୟରେ ଅଛନ୍ତି, ତେବେ ଟଙ୍କା କାହିଁକି ଖର୍ଚ୍ଚ କରୁଛନ୍ତି।' କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
