'ଯଦି ନବୀନ ବାବୁ ଲୋକଙ୍କ ହୃଦୟରେ ଅଛନ୍ତି, ତେବେ ଟଙ୍କା କାହିଁକି ଖର୍ଚ୍ଚ କରୁଛନ୍ତି'

  • Published: Tuesday, 23 January 2024
  • , Updated: 23 January 2024, 04:25 PM IST

'ବିଜେଡି ନେତା କହୁଥିଲେ ନବୀନ ବାବୁ ଲୋକଙ୍କ ହୃଦୟରେ ରହିଛନ୍ତି। ଏବେ କାନ୍ଥର ଆବଶ୍ୟକତା ପଡ଼ିଲାଣି। କାନ୍ଥରେ ଶଙ୍ଖ ଚିହ୍ନ ମାରୁଛନ୍ତି। ଯେଉଁ ପ୍ରକାରରେ ଟଙ୍କା ଶ୍ରାଦ୍ଧ କରୁଛନ୍ତି ତା'ର ଆବଶ୍ୟକତା କ'ଣ ? ଯଦି ନବୀନ ବାବୁ ଲୋକଙ୍କ ହୃଦୟରେ ଅଛନ୍ତି, ତେବେ ଟଙ୍କା କାହିଁକି ଖର୍ଚ୍ଚ କରୁଛନ୍ତି।' କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ।

Related story