Advertisment

ମୋତେ କିଛି ହେଲେ ଓଡ଼ିଶା ରାଜନୀତି ଚିତ୍ର ପୂରା ବଦଳିବ

ଖୋଲା ଚାଲେଞ୍ଜ ଦେଇ ଗୋପାଳପୁର 5-ଟି ସଚିବଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାହାରିFgଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। କହିଥିଲେ, ମୋ ନିର୍ବାଚନ ମଣ୍ଡଳୀକୁ କିଏ ମୋତେ ରୋକିବ ମୁ ଦେଖିବି। ଆଜି ମୋ ଉପରେ କିଛି ଆକ୍ରମଣ ହେଲେ ଦାୟୀ ରହିବେ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନସଚିବ, ପୋଲିସ ଡିଜି। ମୋ ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀ ଗଲେ ସମ୍ମାନ ସହ ସ୍ୱାଗତ କରିବି କିନ୍ତୁ ଜଣେ ସଚିବ ଯାଉଛନ୍ତି, ତାଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ତା କାହିଁକି? ମୁଁ ଯାଉଛି ଏବେ, ଶୁଣିଲି ମୋ ଯିବା ବାଟରେ ପୋଲିସ ମୋତେ ଅଟକାଇବ। ମୋତେ ଯଦି ଅଟକାଇଲେ ତେବେ ଓଡିଶା ରାଜନୀତି ଚିତ୍ର ପୂରା ବଦଳିବ।’ ବୋଲି କହିଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ।

author-image
Debendra Prusty

Ganjam Pradip Panigrahi BjD Odisha