Advertisment

‘ବିଜୁଙ୍କ ନାଁରେ କ୍ଷମତା ଭୋଗ କରୁଛନ୍ତି ଅଯୋଗ୍ୟ’

ସୌମ୍ୟବାବୁ ଯେଉଁ ମନ୍ତବ୍ୟ ଦେଲେ, ସେଥିରେ ସେ ସ୍ପଷ୍ଟ ଭାବେ ସ୍ୱୀକାର କଲେ ଯେ, ଯେଉଁମାନେ ବିଜୁ ବାବୁଙ୍କ ଦାୟଦ, ସେମାନେ ସେଥିପାଇଁ ଯୋଗ୍ୟ ନୁହନ୍ତି। କେବଳ ତାଙ୍କ ନାଁରେ କ୍ଷମତା ଉପଭୋଗ କରୁଛନ୍ତି। ସୌମ୍ୟଙ୍କ ମନ୍ତବ୍ୟ ନେଇ ଏମିତି କହିଛନ୍ତିି କଂଗ୍ରେସ ନେତା ବିଜୟ ପଟ୍ଟନାୟକ।

author-image
Debendra Prusty

ସୌମ୍ୟବାବୁ ଯେଉଁ ମନ୍ତବ୍ୟ ଦେଲେ, ସେଥିରେ ସେ ସ୍ପଷ୍ଟ ଭାବେ ସ୍ୱୀକାର କଲେ ଯେ, ଯେଉଁମାନେ ବିଜୁ ବାବୁଙ୍କ ଦାୟଦ, ସେମାନେ ସେଥିପାଇଁ ଯୋଗ୍ୟ ନୁହନ୍ତି। କେବଳ ତାଙ୍କ ନାଁରେ କ୍ଷମତା ଉପଭୋଗ କରୁଛନ୍ତି। ସୌମ୍ୟଙ୍କ ମନ୍ତବ୍ୟ ନେଇ ଏମିତି କହିଛନ୍ତିି କଂଗ୍ରେସ ନେତା ବିଜୟ ପଟ୍ଟନାୟକ। 

Advertisment
Naveen Patnaik BjD Odisha Biju Pattanaik Congress