Advertisment

‘ଭାରତ ଲେଖା ସ୍ୱାଗତଯୋଗ୍ୟ’

ଜି-୨୦ ଶିଖର ସମ୍ମିଳନୀ ପାଇଁ ସେପ୍ଟେମ୍ବର ୯ରେ ଡିନର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପଠାଯାଇଥିବା ନିମନ୍ତ୍ରଣରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖା ଯାଇଛି।

Advertisment

ବଦଳିବ ଦେଶର ନାଁ। ସଂଶୋଧନ ଏବେ ସମ୍ବିଧାନର ଧାରା ୧। ଇଣ୍ଡିଆ ବଦଳରେ ଦେଶ କେବଳ ଭାରତ ନାଁରେ ପରିଚୟ ହାସଲ କରିବ। ସରକାର ଡାକିଥିବା ସଂସଦର ବିଶେଷ ଅଧିବେଶନରେ ଏନେଇ ବିଲ୍‌ ଆଣିବେ। ଏଭଳି କିଛି ଚର୍ଚ୍ଚାକୁ ନେଇ ରାଜନୀତିକ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ଜି-୨୦ ଶିଖର ସମ୍ମିଳନୀ ପାଇଁ ସେପ୍ଟେମ୍ବର ୯ରେ ଡିନର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପଠାଯାଇଥିବା ନିମନ୍ତ୍ରଣରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖା ଯାଇଛି। ତେବେ ଏହାକୁ ନେଇ କଣ କହିଛନ୍ତି ବିଜେଡି ସଂସାଦ ଭର୍ତ୍ତୃହରି ମହତାବ ।

Advertisment
BjD Bhartruhari Mahtab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe