Advertisment

‘ସଚିବ ସୁପର ଚିଫ୍‌ ମିନିଷ୍ଟର କି?’

ସାଧାରଣ ଲୋକେ ଚର୍ଚ୍ଚା କରୁଛନ୍ତି ଓଡ଼ିଶାରେ ଆଉ ଗଣତନ୍ତ୍ରୀ ନାହିଁ। ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଛି, ଯାହା ଏ ଫଟୋ ଦେଖିଲେ ଜଣା ପଡ଼ିଛି। ୫ଟି ସଚିବଙ୍କ ପାଖରେ ସମସ୍ତ ମନ୍ତ୍ରୀ ଏବଂ ବିଧାୟକମାନେ ନତମସ୍ତକ କରୁଛନ୍ତି। ଲାଗୁଛି ସେ ସୁପର ଚିଫ ମିନିଷ୍ଟର। ଏମିତି କହିଛନ୍ତି ବିଜେପି ବିଧାୟକ ମୋହନ ମାଝୀ।

author-image
Debendra Prusty

ସାଧାରଣ ଲୋକେ ଚର୍ଚ୍ଚା କରୁଛନ୍ତି ଓଡ଼ିଶାରେ ଆଉ ଗଣତନ୍ତ୍ରୀ ନାହିଁ। ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଛି, ଯାହା ଏ ଫଟୋ ଦେଖିଲେ ଜଣା ପଡ଼ିଛି। ୫ଟି ସଚିବଙ୍କ ପାଖରେ ସମସ୍ତ ମନ୍ତ୍ରୀ ଏବଂ ବିଧାୟକମାନେ ନତମସ୍ତକ କରୁଛନ୍ତି। ଲାଗୁଛି ସେ ସୁପର ଚିଫ ମିନିଷ୍ଟର। ଏମିତି କହିଛନ୍ତି ବିଜେପି ବିଧାୟକ ମୋହନ ମାଝୀ। 

Advertisment
Odisha Naveen Patnaik Odisha Politics Odisha Bureaucracy