Advertisment

‘ସଚିବ ସୁପର ଚିଫ୍‌ ମିନିଷ୍ଟର କି?’

ସାଧାରଣ ଲୋକେ ଚର୍ଚ୍ଚା କରୁଛନ୍ତି ଓଡ଼ିଶାରେ ଆଉ ଗଣତନ୍ତ୍ରୀ ନାହିଁ। ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଛି, ଯାହା ଏ ଫଟୋ ଦେଖିଲେ ଜଣା ପଡ଼ିଛି। ୫ଟି ସଚିବଙ୍କ ପାଖରେ ସମସ୍ତ ମନ୍ତ୍ରୀ ଏବଂ ବିଧାୟକମାନେ ନତମସ୍ତକ କରୁଛନ୍ତି। ଲାଗୁଛି ସେ ସୁପର ଚିଫ ମିନିଷ୍ଟର। ଏମିତି କହିଛନ୍ତି ବିଜେପି ବିଧାୟକ ମୋହନ ମାଝୀ।

Naveen Patnaik Odisha Bureaucracy Odisha Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe