‘ଯେଉଁମାନେ ଭଡା ଘରେ ରହୁଛନ୍ତି ଫେରିଆସନ୍ତୁ’ | Odisha Reporter
Advertisment
‘ଯେଉଁମାନେ ଭଡ଼ାଘରେ ରହୁଛନ୍ତି ଫେରିଆସନ୍ତୁ’। ଯେଉଁମାନେ କଂଗ୍ରେସ ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଛନ୍ତି ସେମାନଙ୍କୁ ପୁଣି କଂଗ୍ରେସରେ ମିଶିବାକୁ ଆହ୍ବାନ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।