Advertisment

ମଣିପୁରରୁ ଆରମ୍ଭ ହେବ 'ଭାରତ ନ୍ୟାୟ ଯାତ୍ରା'

ଆସନ୍ତାମାସ ତଥା ଜାନୁଆରୀ ୧୪ରୁ 'ଭାରତ ନ୍ୟାୟ ଯାତ୍ରା' ଆରମ୍ଭ କରିବ କଂଗ୍ରେସ। ଏହି ଯାତ୍ରା ଜରିଆରେ ରାହୁଲ ଗାନ୍ଧି ଓଡ଼ିଶା ଆସିବେ।

Advertisment

'ଭାରତ ଯୋଡୋ ଯାତ୍ରା' ପରେ ଏବେ କଂଗ୍ରେସ ପକ୍ଷରୁ ଆଉ ଏକ ଯାତ୍ରା ଘୋଷଣା ହୋଇଛି। ଆସନ୍ତାମାସ ତଥା ଜାନୁଆରୀ ୧୪ରୁ 'ଭାରତ ନ୍ୟାୟ ଯାତ୍ରା' ଆରମ୍ଭ କରିବ କଂଗ୍ରେସ। ଏହି ଯାତ୍ରା ଜରିଆରେ ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମହାରାଷ୍ଟ୍ରରେ ସରିବ। ୬୨୦୦ କିଲୋମିଟର ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ। ଏହି ଯାତ୍ରା ଜାନୁଆରୀ ୧୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ଶେଷ ହେବ। ଏହି ଯାତ୍ରା ଜରିଆରେ ରାହୁଲ ଗାନ୍ଧି ଓଡ଼ିଶା ସମେତ ୧୪ଟି ରାଜ୍ୟର ୮୫ଟି ଜିଲ୍ଲାକୁ ଗସ୍ତ କରିବେ। ତେବେ ଏହାକୁ ନେଇ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କଣ କହିଛନ୍ତି ଶୁଣନ୍ତୁ।

Advertisment
Rahul Gandhi Congress Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe