Advertisment

‘ମନମୋହନ ଭାଇ ମୋର ପୁରୁଣା ବନ୍ଧୁ’

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନୂଆ ସଭାପତି ମନମୋହନ ସାମଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା, ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ମନମୋହନଙ୍କୁ ସ୍ୱାଗତ କଲେ, ସମ୍ବର୍ଦ୍ଧନା ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା। କହିଲେ, ମନମୋହନ ଭାଇ ମୋର ପୁରୁଣା ବନ୍ଧୁ, ଶାସକ ଦଳ ନୋଟିସ୍ ପିରିୟଡରେ ଅଛି, ମନମୋହନଙ୍କ ନେତୃତ୍ୱରେ ସରକାର ଗଢିବ ବିଜେପି।

Baijayanta Panda Odisha Bjp Manmohan Samal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe