‘ଦେଖାଯାଉନାହାନ୍ତି ଧ୍ରୁତରାଷ୍ଟ୍ର, କର୍ମଚାରୀ ଭ୍ରଷ୍ଟାଚାରରେ ଲିପ୍ତ’

ଆମ ପ୍ରଦେଶର ଧ୍ରୁତରାଷ୍ଟ୍ର ଦେଖା ଦେଉନାହାନ୍ତି ତାଙ୍କ କର୍ମଚାରୀମାନେ ଆସି ଅନ୍ୟାୟ,ଅତ୍ୟାଚାର ଏବଂ ଭ୍ରଷ୍ଟାଚାରରେ ଲିପ୍ତ ଅଛନ୍ତି ।

Manoj Swain
  • Published: Saturday, 23 September 2023
  • Updated: 23 September 2023, 08:19 PM IST

Sports

Latest News

ଆମ ପ୍ରଦେଶର ଧ୍ରୁତରାଷ୍ଟ୍ର ଦେଖା ଦେଉନାହାନ୍ତି ତାଙ୍କ କର୍ମଚାରୀମାନେ ଆସି ଅନ୍ୟାୟ,ଅତ୍ୟାଚାର ଏବଂ ଭ୍ରଷ୍ଟାଚାରରେ ଲିପ୍ତ ଅଛନ୍ତି । ଅପଣମାନେ ସେସବୁକୁ ଦେଖିବାକୁ ପାଉଛନ୍ତି : ବୈଜୟନ୍ତ ପଣ୍ଡା , ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos