Advertisment

‘ବିଧାୟକ ଅଫିସରଙ୍କ ପାଖକୁ ଯିବା ଉଚିତ ନୁହେଁ ’

ଆମେ ହେଲୁ ନିର୍ବାଚିତ ପ୍ରତିନିଧି। ଜନ ପ୍ରତିନିଧି। ଜଣେ ବିଧାୟକ, ଜଣେ ବ୍ୟୁରୋକ୍ରାଟ୍ ଠାରୁ ଉଚ୍ଚରେ। ତାର ସମ୍ମାନ ଅଛି। ସେ କେବେ ହେଲେ କାହା ଦୁଆର କୁ ଯିବା ଉଚିତ୍ ନୁହଁ। ଅଫିସରଙ୍କ ପାଖକୁ ଯିବା ଉଚିତ୍ ନୁହେଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

Advertisment

ଆମେ ହେଲୁ ନିର୍ବାଚିତ ପ୍ରତିନିଧି। ଜନ ପ୍ରତିନିଧି। ଜଣେ ବିଧାୟକ, ଜଣେ ବ୍ୟୁରୋକ୍ରାଟ୍ ଠାରୁ ଉଚ୍ଚରେ। ତାର ସମ୍ମାନ ଅଛି। ସେ କେବେ ହେଲେ କାହା ଦୁଆରକୁ ଯିବା ଉଚିତ୍ ନୁହଁ। ଅଫିସରଙ୍କ ପାଖକୁ ଯିବା ଉଚିତ୍ ନୁହେଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

Advertisment
Congress Odisha Politics Tara Prasad Bahinipati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe