Advertisment

‘ନବ ଥିଲେ ମୁଖ୍ୟମନ୍ତ୍ରୀ ଆଶାୟୀ’

ବିଜେଡ଼ିରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ସେଇ ଦୌଡ଼ ହିଁ ହେଲା ନବଙ୍କ ପାଇଁ କାଳ। ନବୀନ ବାବୁଙ୍କ ପରେ କିଏ ହେବ ମୁଖ୍ୟମନ୍ତ୍ରୀ? ସେହି ବିବାଦ ହିଁ ନବ ଦାସଙ୍କ ହତ୍ୟାର କାରଣ। ନବ ଦାସ କାହିଁକି ଯାଇଥିଲେ ଶନିଙ୍କ ମନ୍ଦିର? ସେ ତ କ୍ୟାବିନେଟ ମନ୍ତ୍ରୀ ଥିଲେ, ଭଲ ପାଇସା ବି ଥିଲା। ଶୁଣାଯାଉଛି ମୁଖ୍ୟମନ୍ତ୍ରୀ ଆଶାରେ ଜ୍ୟୋତିଷଙ୍କ ଉପଦେଶ କ୍ରମେ ସେ ଶନିଙ୍କ ପାଖକୁ ଯାଇଥିଲେ। ଅର୍ଥାତ ଏବେ ଯିଏ ସ୍ୱପ୍ନ ଦେଖୁଛି ବିଜେଡ଼ିରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ସେ ହିଁ ହତ୍ୟାକାରୀ। ଏମିତି କିଛି ସଂକେତ ଦେଇଛନ୍ତି ଜଣେ ବିଜେପି ନେତା।

author-image
Debendra Prusty

Odisha Naveen Patnaik Odisha Politics Naba Das