ନବ ଦାସ ହତ୍ୟାକାଣ୍ଡ କେସ ସିବିଆଇକୁ ହସ୍ତାନ୍ତର କରିନାହାନ୍ତି ଏବଂ ରାଜ୍ୟରେ ଓଲଟା ଗଣତନ୍ତ୍ର ଚାଲଇଛନ୍ତି। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଆଦେଶ ଦେବା ପୂର୍ବରୁ ସଚିବ ଘୋଷଣା କରୁଥିବା କଥା ସଂସଦରେ ଉଠିବ ବୋଲି କହିଲେ ବିଜେପି ସାଂସଦ ସୁରେଶ ପୂଜାରୀ।