Advertisment

‘ନବ ଦାସଙ୍କୁ ଗୁଣ୍ଡା ସଜାଇଦେଲା କ୍ରାଇମ ବ୍ରାଞ୍ଚ’

ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ରାଜ୍ୟର ଏତ ବଡ଼ ମନ୍ତ୍ରୀ ଏବଂ ନାଁ କରା ମନ୍ତ୍ରୀଙ୍କୁ ଗୁଣ୍ଡା ସଜେଇଦେଲା କ୍ରାଇମ ବ୍ରାଞ୍ଚ।

author-image
Manoj Swain

କ୍ରାଇମ ବ୍ରାଞ୍ଚ ଚାର୍ଜସିଟରେ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଚରିତ୍ରକୁ ଯେଉଁଭଳି ଭାବେ ଚିତ୍ରଣ କରିଛି ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ରାଜ୍ୟର ଏତ ବଡ଼ ମନ୍ତ୍ରୀ ଏବଂ ନାଁ କରା ମନ୍ତ୍ରୀଙ୍କୁ ଗୁଣ୍ଡା ସଜେଇଦେଲା କ୍ରାଇମ ବ୍ରାଞ୍ଚ।

Advertisment
Odisha Bjp Naba Das Murder