‘ନବୀନ ବାବୁ ଥଟ୍ଟା କରୁଛ’ || Sura Routray Criticizes The Investigation Of Naba Death ||Odisha Reporter
‘ନବୀନ ବାବୁ ଥଟ୍ଟା କରୁଛ’
‘ତଦନ୍ତରେ ମୁଁ ଖୁସି ନାହିଁ। ତଦନ୍ତ ଖାଲି ପାଣିର ଗାର। ନବୀନ ବାବୁ ତୁମେ ନବ ଦାସଙ୍କ ପରିବାରଙ୍କୁ ଭେଟିଥିଲ ହେଲେ ତଦନ୍ତ କାହିଁକି ଏପରି କରୁଛ? ନବୀନ ବାବୁ ଥଟ୍ଟା କରୁଛ।’ ଏମିତି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।
ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ!
Be the first to get exclusive offers and the latest news
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
