Advertisment

'ନବୀନ ଭଲ ଥାର୍ଡ ଫ୍ଲୋର ଖରାପ’

''ମୁଁ କେବେ ରାଜ୍ୟ ସଭାକୁ ଯିବାକୁ ଚେଷ୍ଟା କରି ନଥିଲି। ରାଜ୍ୟରେ ଗଣତନ୍ତ୍ର ବର୍ତ୍ତମାନ ବିପଦରେ। ବିଧାୟକ, ମନ୍ତ୍ରୀ ଏବେ କିଛି କରିପାରୁ ନହାନ୍ତି। ସବୁ ଥାର୍ଡ ଫ୍ଲୋର କରୁଛି। ଯାହା ଫଳରେ ବିଧାୟକ, ମନ୍ତ୍ରୀ ଅସହାୟ।'' ଶୁଣନ୍ତୁ ଏନେଇ କଣ କହୁଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ।

Naveen Patnaik BjD Congress Cmo Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe