Advertisment

‘ନା ମନ୍ତ୍ରୀ ଶୁଣୁଛନ୍ତି ନା ଅଫିସର୍!’

ବିଧାନସଭାରେ କୌଣସି ବିଭାଗର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇଲେ ନା ମନ୍ତ୍ରୀ ଶୁଣୁଛନ୍ତି ନା ସେହି ବିଭାଗର ଅଫିସର! ଆମେ କାହିଁକି ଓ କାହାକୁ କହୁଛୁ ଜାଣିପାରୁନୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର।

author-image
Debendra Prusty

ବିଧାନସଭାରେ କୌଣସି ବିଭାଗର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇଲେ ନା ମନ୍ତ୍ରୀ ଶୁଣୁଛନ୍ତି ନା ସେହି ବିଭାଗର ଅଫିସର! ଆମେ କାହିଁକି ଓ କାହାକୁ କହୁଛୁ ଜାଣିପାରୁନୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର।

Advertisment
Odisha BjD Congress Odisha Politics Narasingh Mishra