ରାଜ୍ୟରେ ଗଣତନ୍ତ୍ର ଶାସନ ହେଉନି ଆଉ। ମନ ଇଚ୍ଛା ଶାସନ ହେଉଛି। ମନ ଇଚ୍ଛା କାମ ହେଉଛି। ଏପରି କହିଛନ୍ତି ଆନ୍ଦୋଳନରତ ସରପଞ୍ଚ।