Advertisment

‘ଓଡ଼ିଶାରେ ଏବେ ବିଜୁ ବନାମ ନବୀନ’

ଏବେ ବିଜୁ ବନାମ ନବୀନ। ସରକାରୀ ଦଳ ବିଜେଡିରେ ଆସ୍ତେ ଆସ୍ତେ ବିଜୁ ବାବୁଙ୍କ କଥା ସରି ସରି ଯାଉଛି। ନବୀନ ଓଡ଼ିଶାର ଜନ୍ମ ନେଇଛି। ଏହି ଶାସନରେ ସବୁବେଳେ ଗୋଟିଏ ଚର୍ଚ୍ଚା ଅମଲାମାନେ ବେଶ୍ ଶକ୍ତିଶାଳୀ ଥିବାବେଳେ ଶକ୍ତିହରା ହୋଇପଡ଼ିଛନ୍ତି ମନ୍ତ୍ରୀମାନେ। ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଅମଲାମାନଙ୍କ ଶକ୍ତି କେମିତି ଥିଲା, ଅମଲାମାନେ ପାୱାରଫୁଲ ଥିଲେ ନାଁ ମନ୍ତ୍ରୀମାନେ? କେମିତି ହେଉଥିଲା କ୍ୟାବିନେଟ୍ ମିଟିଂ ସେ ସମ୍ପର୍କରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସ୍ୱାଧୀନ ରାଉତ।

author-image
Debendra Prusty

Naveen Patnaik Odisha Bureaucracy Biju Pattanaik Odisha Politics