Advertisment

ଜୟନାରାୟଣଙ୍କୁ ଟ୍ରାକ କରୁଛନ୍ତି ୟୁପିର ମାଫିଆ !

ନିଜକୁ ଅସୁରକ୍ଷିତ କହିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

Advertisment

ନିଜକୁ ଅସୁରକ୍ଷିତ କହିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସରକାର ଓ 5ଟିକୁ ପ୍ରତି ଅଧିବେଶନରେ ଟାର୍ଗେଟ କରି ଆସୁଛନ୍ତି ବିରୋଧି ଦଳର ନେତା। ନିଜକୁ ଗୃହ ଓ ଗୃହ ବାହାରେ ଅସୁରକ୍ଷିତ ମନେ କରୁଥିବା କହିଲେ, ‘ଆଜି ମୋର ସମ୍ବଲପୁର ଘର ଆଗରେ ବିକ୍ଷୋଭ କରାଯାଉଛି, ସମ୍ବଲପୁର ସର୍କିଟ ହାଉସରେ ବିଜେଡି କର୍ମୀ ପଶି ଭଙ୍ଗାରୁଜା କରିଥିଲେ, ମୋର କିମ୍ବା ମୋ ପରିବାରର ଯଦି କିଛି କ୍ଷତି ହୁଏ ସେଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟୀ ରହିବେ।'

Advertisment
Jayanarayan Mishra Bjp Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe