Advertisment

‘ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ‘କର ବା ମର’ ଡାକରା’

ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଆଉଟ୍‌ସୋର୍ସିଂ କର୍ମଚାରୀ। ଲୋୟର ପିଏମ୍‌ଜିରେ ହଜାର ହଜାର କର୍ମଚାରୀଙ୍କ ବିକ୍ଷୋଭ। ୧୦ ଦଫା ଦାବି ନେଇ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ। ସ୍ଥାୟୀ ନିଯୁକ୍ତି ସହ ସମାନ କାମ ସମାନ ଦରମା ଦାବିରେ ବିକ୍ଷୋଭ। ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏଁ ଧାରଣାରୁ ନ ଉଠିବାକୁ ଚେତାବନୀ।

author-image
Debendra Prusty

Outsourcing BjD Odisha