Advertisment

'ଓଡ଼ିଶାରେ ସବୁ ଦଳ ଟଙ୍କା ପାଆନ୍ତି'

ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ମଦ କମ୍ପାନୀର ବିଭିନ୍ନ ଶାଖା ଓ ସହଯୋଗୀ ସସ୍ଥା ଉପରେ ଆୟକର ଚଢ଼ଉ ପରେ ଚକିତ କରିବାଭଳି ତଥ୍ୟ ପଦାକୁ ଆସିଛି।

author-image
Manoj Swain

ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ମଦ କମ୍ପାନୀର ବିଭିନ୍ନ ଶାଖା ଓ ସହଯୋଗୀ ସସ୍ଥା ଉପରେ ଆୟକର ଚଢ଼ଉ ପରେ ଚକିତ କରିବାଭଳି ତଥ୍ୟ ପଦାକୁ ଆସିଛି। ଦୁଇ ଦିନର ରେଡ୍‌ ବେଳେ ୨୦୦ କୋଟିରୁ ଅଧିକ ଟଙ୍କା ଜବତ ହେଲାଣି। ତେବେ ଏହାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କଣ କହିଛନ୍ତି ଶୁଣନ୍ତୁ।

Advertisment

। 

Odisha Congress Sura Routray