‘ଆମକୁ କମ, ତାମିଲ ତେଲୁଗୁକୁ ଅଧିକ’ | Odisha Reporter
Advertisment
ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ମଦ କମ୍ପାନୀର ବିଭିନ୍ନ ଶାଖା ଓ ସହଯୋଗୀ ସସ୍ଥା ଉପରେ ଆୟକର ଚଢ଼ଉ ପରେ ଚକିତ କରିବାଭଳି ତଥ୍ୟ ପଦାକୁ ଆସିଛି। ଦୁଇ ଦିନର ରେଡ୍ ବେଳେ ୨୦୦ କୋଟିରୁ ଅଧିକ ଟଙ୍କା ଜବତ ହେଲାଣି। ତେବେ ଏହାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କଣ କହିଛନ୍ତି ଶୁଣନ୍ତୁ।
Advertisment
।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us