Advertisment

'ପାଣ୍ଡିଆନ ପୂରା ଶାସନ ବ୍ୟବସ୍ଥାକୁ ହାଇଜାକ୍ କରିନେଇଛନ୍ତି'

'ପାଣ୍ଡିଆନ ପୂରା ଶାସନ ବ୍ୟବସ୍ଥାକୁ ହାଇଜାକ୍ କରିନେଇଛନ୍ତି ଓ ନିଜକୁ ନିଜେ ନିଯୁକ୍ତି ଦେଇଛନ୍ତି'

author-image
Manoj Swain

ଆଇଏଏସ୍ ଚାକିରିରୁ ଭିକେ ପାଣ୍ଡିଆନ୍‌ ଭିଆରଏସ୍‌ ନେବା ଓ କ୍ୟାବିନେଟ୍‌ ପାହ୍ୟା ନିଯୁକ୍ତିକୁ କଡ଼ା ସମାଲୋଚନା କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ପାଣ୍ଡିଆନ ପୂରା ଶାସନ ବ୍ୟବସ୍ଥାକୁ ହାଇଜାକ୍ କରିନେଇଛନ୍ତି ଓ ନିଜକୁ ନିଜେ ନିଯୁକ୍ତି ଦେଇଛନ୍ତି, ସେ ରାଜନୀତିରେ ସଫ୍ଟ ଲ୍ୟାଣ୍ଡିଂ କରିଛନ୍ତି, ବିଜେଡି କର୍ମୀଙ୍କ ଅବସ୍ଥା ଦେଖି ଦୁଃଖ ଲାଗୁଛି ।

Advertisment
Odisha Bjp Aparajita Sarangi