Advertisment

‘ରୋଗୀ ମଲେ ପାଣ୍ଡିଆନ୍ ଦାୟୀ’

5T ସଚିବଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ । 5T ସଚିବଙ୍କ ନୟାଗଡ଼ ଗସ୍ତ ବେଳେ ଟ୍ରାଫିକ୍‌ ଜାମ୍‌ । ହଇରାଣ ହେଲେ ଶହ ଶହ ଲୋକ, ଭିଡ଼ରେ ଫସି ରହିଲା ଆମ୍ବୁଲାନ୍ସ ।

author-image
Manoj Swain

5T ସଚିବଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ । 5T ସଚିବଙ୍କ ନୟାଗଡ଼ ଗସ୍ତ ବେଳେ ଟ୍ରାଫିକ୍‌ ଜାମ୍‌ । ହଇରାଣ ହେଲେ ଶହ ଶହ ଲୋକ, ଭିଡ଼ରେ ଫସି ରହିଲା ଆମ୍ବୁଲାନ୍ସ । ତେବେ ଯୁବକ ଜଣଙ୍କ ଭିଡିଓରେ କଣ କହିଛନ୍ତି ଶୁଣନ୍ତୁ ।

Advertisment
Odisha 5T Vk Pandian