Advertisment

‘ଭୁଲ କଲେ ଶାସ୍ତି ଦେଲି’

ନୀଳଗିରି ନୂଆ ଷ୍ଟେସନ ନିକଟରେ ଚୋରା ମଦ ବେପାରୀଙ୍କ ଆଡ୍ଡାସ୍ଥଳ ପାଲଟିଥିବା ବେଳେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଖବର ପାଇ ହଟାତ ପହଁଚି ଯାଇଥିଲେ। ପରେ ସେଠାରେ ମଦ ପିଉଥିବା ଲୋକେ ଓ ବେପାରୀ ଛତ୍ରଭଂଗ ଦେଇଥିବା ବେଳେ କିଛି ଧରା ପଡ଼ିଥିଲେ। ପରେ ପ୍ରତାପନନା ତାଙ୍କୁ ଅଟକାଇ କାନ ଧରି ଉଠବସ କରାଇଥିଲେ। କିଛି ମହିଳା ପ୍ରତାପଙ୍କ ଘରକୁ ଆସି ମଦୁଆଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପରେ ପ୍ରତାପ ନନା ଏପରି ଆକ୍ସନ ନେଇଥିବା ଦେଖିବାକୁ ମିିଳିଛି।

author-image
Debendra Prusty

Pratap Sarangi Illegal Liquor Liquor Thief