ବିଜେଡି ସବୁ ବିଲ୍କୁ ସମର୍ଥନ କରୁଛି। ବିଜେଡି ସରକାର ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ପାଇଁ ପ୍ରତିନିଧିତ୍ୱ କରୁଛି। ହେଲେ ଓଡ଼ିଶା ସ୍ୱାର୍ଥରେ କିଛି ହେଉନି : ସପ୍ତଗିରୀ ଉଲ୍ଲାକା, କଂଗ୍ରେସ ସାଂସଦ।