‘କୌଣସି କାରଣ ନଦର୍ଶାଇ ବାଚସ୍ପତି ଅଗ୍ରାହ୍ୟକଲେ’

ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ କଡ଼ା ସମାଲୋଚନା କଲେ ମୋହନ ମାଝୀ ।

Manoj Swain
  • Published: Monday, 25 September 2023
  • Updated: 25 September 2023, 06:55 PM IST

Sports

Latest News

ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ କଡ଼ା ସମାଲୋଚନା କଲେ ମୋହନ ମାଝୀ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ କଡ଼ା ମନ୍ତବ୍ୟ । ‘କୌଣସି କାରଣ ନଦର୍ଶାଇ ବାଚସ୍ପତି ଅଗ୍ରାହ୍ୟକଲେ’ କିଛି ଏଭଳି କହି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ବିଧାୟକ ମୋହନ ମାଝୀ । ତେବେ ପ୍ରତିକ୍ରିୟାରେ କଣ କହୁଛନ୍ତି ଶୁଣନ୍ତୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos