‘ମୁଖ୍ୟମନ୍ତ୍ରୀଙ୍କ ଉପରେ ସୁପର ମୁଖ୍ୟମନ୍ତ୍ରୀ’ | Odisha Reporter
ପ୍ରକୃତରେ ଏ ସରକାରକୁ କିଏ ଚଳାଉଛି? ମନ୍ତ୍ରୀ ଭେଟି ପାରୁନାହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ। ମୁଖ୍ୟମନ୍ତ୍ରୀଙ୍କଠୁ ଉପରେ ଜଣେ କେହି ଅଛନ୍ତି ସୁପର-ମୁଖ୍ୟମନ୍ତ୍ରୀ। ଐମିତି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
