Advertisment

‘ଶିକ୍ଷା ବିଭାଗରୁ 5T ଉଠାଅ’

‘ଶିକ୍ଷା ବିଭାଗରୁ 5T ଉଠାଅ’ କିଛି ଏଭଳି କହିଛନ୍ତି ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ । ଓଡ଼ିଶରେ ଶିକ୍ଷାର ମାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ।

author-image
Manoj Swain

‘ଶିକ୍ଷା ବିଭାଗରୁ 5T ଉଠାଅ’ କିଛି ଏଭଳି କହିଛନ୍ତି ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ । ତେବେ ପ୍ରତିକ୍ରିୟା ଦେବାକୁ ଯାଇ ଆଉ କଣ କହିଛନ୍ତି ଶୁଣନ୍ତୁ ।

Advertisment
5T Odisha