‘ତେଲେଙ୍ଗାନା ପରି ଓଡ଼ିଶାରେ 3 ରୁ 1 ନଂ ହେବୁ’ | Odisha Reporter
Advertisment
ତେଲଙ୍ଗାନା ଭଳି ଓଡ଼ିଶାରେ ୩ ରୁ ୧ ନମ୍ବର ହେବ କଂଗ୍ରେସ। ତେଲଙ୍ଗାନାରେ ଦଳ ଯେଉଁ ସ୍ଥିତିରେ ଥିଲା ସେଠି ଯେଉଁଭଳି ନମ୍ବର ୱାନ୍ ହୋଇପାରିଲା, ଓଡ଼ିଶାରେ ବି ତାହା ହେବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us